You are here
Home > ଲାଟେଷ୍ଟ > ୩ରେ ଓଡ଼ିଶା ଆସିବେ ମୀରା କୁମାର

୩ରେ ଓଡ଼ିଶା ଆସିବେ ମୀରା କୁମାର

ଭୁବନେଶ୍ୱର: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ୟୁପିଏ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ମୀରା କୁମାର ଜୁଲାଇ ୩ରେ ଓଡ଼ିଶା ଆସୁଛନ୍ତି। ନିଜ ସପକ୍ଷରେ ମତ ସୃଷ୍ଟି କରିବା ପାଇଁ ମୀରା କୁମାର ଓଡ଼ିଶା ଆସୁଥିବା ସୂଚନା ମିଳିଛି। ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପକ୍ଷରୁ ବିହାରର ପୂର୍ବତନ ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ ଭାବରେ ଅବତୀର୍ଣ୍ଣ କରାଯାଇଛି। ପୂର୍ବରୁ ବିଜୁ ଜନତା ଦଳ ରାମନାଥଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି।

ONA

Leave a Reply

Top