You are here
Home > ଲାଟେଷ୍ଟ > ୨୦ ବର୍ଷ ପରେ ଖୋଲିବ ତାଳଚେର ସାର କାରଖାନା

୨୦ ବର୍ଷ ପରେ ଖୋଲିବ ତାଳଚେର ସାର କାରଖାନା

ଶୁଭଦେବେ ପ୍ରଧାନମନ୍ତ୍ରୀ ମୋଦି
ନିବେଶ ହେବ ୮ ହଜାର କୋଟି
ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ଧରି ବନ୍ଦ ପଡିଥିବା ତାଳଚେରରେ ସାର କାରଖାନର ପୁନରୁଦ୍ଧାର ହେବ । ବର୍ଷା ଋରୁପରେ ସାର କାରଖାନାର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ କେନ୍ଦ୍ର ପେଟ୍ରୋଲିୟମ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ପୁରରୁଦ୍ଧାର କରିବାକୁ  ଟେଣ୍ଡର ସରିଥିବା ଓ ପୁନରୁଦ୍ଧାର ପାଇଁ କେଉଁ ଜ୍ଞାନକୌଶଳ ଲାଗିବ ସେ ବିଷୟ ଚୂଡାନ୍ତ ହୋଇ ସାରିଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି  । ଏହି ପୁନରୁଦ୍ଧାର  ପାଇଁ ୮ ହଜାର କୋଟି ନିବେଶ କରିବାକୁ ଯୋଜନା ହୋଇଥିବା ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ONA

Leave a Reply

Top