You are here
Home > ଲାଟେଷ୍ଟ > ହଟିବେନି ପ୍ରସାଦ

ହଟିବେନି ପ୍ରସାଦ

ଭୁବନେଶ୍ୱର: ପିସିସି ସଭାପତି ପଦରୁ ହଟିବେନି ପ୍ରସାଦ ହରିଚନ୍ଦନ । ୨୦୧୯ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏପର୍ଯ୍ୟନ୍ତ ପିସିସି ସଭାପତି ପରିବର୍ତନ ନେଇ କୌଣସି ନିଷ୍ପତି ନେଇ ନାହାନ୍ତି ବୋଲି ପ୍ରକାଶ କରିବା ସହ ଏହି ସୂଚନା ଦେଇଛନ୍ତି କଂଗ୍ରେସର ଶୃଙ୍ଖଳା କମିଟିର ଅଧ୍ୟକ୍ଷା ସଂଧ୍ୟା ମହାପାତ୍ର । ସେ କହିଛନ୍ତି ଯେ ଏଆଇସିସି ପ୍ରସାଦଙ୍କ ଇସ୍ତଫାକୁ ଗ୍ରହଣ କରିନାହିଁ । ୨୦୧୯ କୁ ୮ କିମ୍ବା ୯ ମାସ ବାକି ରହିଥିବା ବେଳେ ନୂଆ ପିସିସି ସଭାପତି କାମ କରିବା ସମ୍ଭବ ହେବନାହିଁ ।
ONA

Leave a Reply

Top