You are here
Home > ପଲିଟିକ୍ସ > ସରକାରୀ ଅଧିକାରୀଙ୍କ ଘର ସାମନାରେ ବିଜେପି ଯୁବକର୍ମୀଙ୍କ ବିକ୍ଷୋଭ ପ୍ରସଙ୍ଗ:ଗଣତନ୍ରରେ କୌଣସି ବି ହିଂସାକୁ ରାଜନୈତିକ ଯଥାର୍ଥତା ଦିଆ ଯାଇ ପାରିବନାହó ବୋଲି କହିବା ସହ ମୁଖ୍ୟମନ୍ରୀଙ୍କୁ କଟୁ ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ସରକାରୀ ଅଧିକାରୀଙ୍କ ଘର ସାମନାରେ ବିଜେପି ଯୁବକର୍ମୀଙ୍କ ବିକ୍ଷୋଭ ପ୍ରସଙ୍ଗ:ଗଣତନ୍ରରେ କୌଣସି ବି ହିଂସାକୁ ରାଜନୈତିକ ଯଥାର୍ଥତା ଦିଆ ଯାଇ ପାରିବନାହó ବୋଲି କହିବା ସହ ମୁଖ୍ୟମନ୍ରୀଙ୍କୁ କଟୁ ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ବିଜେପୁର:ଗଣତନ୍ରରେ କୌଣସି ବି ହିଂସାକୁ ରାଜନୈତିକ ଯଥାର୍ଥତା ଦିଆ ଯାଇ ପାରିବ ନାହó ବୋଲି ମୁଖ୍ୟମନ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘର ସାମନାରେ ବିଜେପି ଯୁବ କର୍ମୀ ମାନଙ୍କର ବିକ୍ଷୋଭ ଉପରେ ପ୍ରତିକ୍ରିୟା ଦେବା ସହ ସମାନ ଘଟଣାରେ ପୂର୍ବରୁ
ମୁଖ୍ୟମନ୍ରୀ ପାଟି ଖୋଲୁ ନ ଥିବା ବେଳେ ଏବେ ଓକିଲାତି କରିବାକୁ ବାହାରିଥିବାରୁ ମୁଖ୍ୟମନ୍ରୀଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ା  ଏବେ ମୁଖ୍ୟମନ୍ରୀଙ୍କ ଓକିଲାତିକୁ ନାପସନ୍ଦ କରି ୨୦୧୭ ମସିହାରେ ଘଟିଥିବା ଆକ୍ରମଣ ପରିସମାନ ଘଟଣାର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ରୀଙ୍କ ପ୍ରତିକ୍ରିୟା ପାଇଁ ଆହ୍ବାନ କରିଛନ୍ତି ଶ୍ରୀ ପ୍ରଧାନ  ଶ୍ରୀ ପ୍ରଧାନ କହିଛନ୍ତି େଯ ୧୭ ସେପ୍ଝେମ୍ବର ୨୦୧୭ରେ ନବରଙ୍ଗପୁରର ଜିଲ୍ଲାପାଳ ଓଡିଆ ଝିଅ ରଶ୍ମୀତା ପଣ୍ଡା ଥିବା ବେଳେ ଏକ ଜନ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ମାନେ ତାଙ୍କ ଆବାସିକ କାର୍ଯ୍ୟାଳୟ ଭିତରେ ମଇଳା ପକାଇଥିଲେ ା ମୁଖ୍ୟମନ୍ରୀ ସେ ସମୟରେ କାହóକି ଚୁପ ରହିଥିଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ା

 ସମାନ ଘଟଣାରେ ପୂବର୍ରୁ ମୁଖ୍ୟମନ୍ରୀ ପାଟି ଖୋଲୁ ନ ଥିବା ବେଳେ ଏବେ ଓକିଲାତି କରୁଛନ୍ତି କାହóକି ?
 ନବରଙ୍ଗପୁରର ଜିଲ୍ଲାପାଳ ଓଡିଆ ଝିଅ ରଶ୍ମୀତା ପଣ୍ଡାଙ୍କ ଆବାସିକ କାର୍ଯ୍ୟାଳୟରେ ମଇଳାପକା ଯାଇଥିଲା
 ବୈଷୟିକ ଶିକ୍ଷା ସଚିବ ସଂଜୟ ସିଂହଙ୍କ ଘରେ ଶାସକ ଦଳ ସମର୍ଥିତ ଯୁବକ ମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ
 ତକ୍ରାଳୀନ କୃଷି ମନ୍ରୀ ଡା ଦାମୋଦର ରାଉତଙ୍କ ଘରେ କିଛି ଆନ୍ଦୋଳନକାରୀ ପଶି ଭଙ୍ଗାରୁଜା କରିଥିଲେ
 ୨୦୧୭ ମସିହାରେ ଏହି ତିନି ଘଟଣାରେ ଚୁପ ଥିଲା ବେଳେ ଏହି ମାମଲାରେ ଓକିଲାତି କାହóକି ?
 ଶାସକ ଦଳର ହାତବାରିସୀ ଭାବେ ଅଧିକାରୀଙ୍କର ବାହାନା ନେଇ ରାଜନୈତିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ହେବା ପ୍ରଜାତନ୍ରର ବିରୋଧୀ
 ରାଜନୀତି କରିବାର ଅଛି ସେମାନେ ଇସ୍ତଫା ଦେଇ ଖୋଲା ଖୋଲି ଭାବେ ରାଜନୀତିକୁ ଆସନ୍ତୁ
 ଓଡିଆ ଲୋକଙ୍କର କର ଖଜଣାରେ ଦରମା ନେଇ ସେମାନେ ରାଜନୀତି କରିବା ଓ ଓଡିଆ ଲୋକ ମାନଙ୍କର ପ୍ରତିବାଦ କରିବାର ସାହସ ନାହó ବୋଲି ଭାବିବା ଦିବା ସ୍ବପ୍ନ ଏହି ମାମଲାରେ ଅଫିସର ଆସୋସିଏସନ ନିନ୍ଦା କରି ନ ଥିଲା ା ସେହିପରି ବୈଷୟିକ ଶିକ୍ଷା ସଚିବ ସଂଜୟ ସିଂହଙ୍କ ଘରେ ଶାସକ ଦଳ ସମର୍ଥିତ ଯୁବକ ମାନେ ଉନ୍ମତ କାଣ୍ଡ ଘଟାଇଥିଲେ ା ବିଭାଗୀୟ ମନ୍ରୀ ଶାସକ ଦଳର ସମର୍ଥକଙ୍କୁ ପଠାଇ ଏପରି କାଣ୍ଡ କରିଥିବା ଅଭିେଯାଗ ହୋଇଥିଲା ା ମାତ୍ର ଏ ମାମଲାରେ ମଧ୍ୟ ମୁଖ୍ୟମନ୍ରୀ ନୀରବତା ଅବଲମ୍ବନ କରିଥିଲେ ାସେହିପରି ନଭେମ୍ବର ୬, ୨୦୧୭ରେ ତକ୍ରାଳୀନ କୃଷି ମନ୍ରୀ ଡା ଦାମୋଦର ରାଉତଙ୍କ ଘରେ କିଛି ଆନ୍ଦୋଳନକାରୀ ପଶି ଭଙ୍ଗାରୁଜା କରିଥିଲେ ା ମାତ୍ର ମୁଖ୍ୟମନ୍ରୀ ନୀରବତା ଅବଲମ୍ବନ କରିଥିଲେ ା ନବୀନ ବାବୁ କାହା ସ୍ବାର୍ଥ ସାଧନ କରିବାକୁ ଚାହୁଛନ୍ତି ା ଶ୍ରୀ ପ୍ରଧାନ କହିଛନ୍ତି େଯ ପଂଚାୟତ ନିର୍ବାଚନ ସମୟରେ ୮ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା ମାମଲାରେ ପୋଲିସ ଗର୍ଜନ କରିବା ଦେଖା ଗଲା ନାହó ା କୁନ୍ଦୁଲୀ ଦଳିତ ଝିଅ ର ଗଣଦୁଷ୍କର୍ମ ଓ ମୃତ୍ୟୁ ହେଉ ବା ସମ୍ବଲପୁର ଆଦିବାସୀ ପୁଅକୁ ହାଜତ ଭିତରେ ହତ୍ୟା କରାଗଲା ା ବରଗଡ ଜିଲ୍ଲାରେ କେନ୍ଦ୍ର ମନ୍ରୀ ସନ୍ତୋଷ ଗାଙ୍ଗବାର ଓ ସାଧ୍ବୀ ନିରଂଜନା ଜ୍ୟୋତିଙ୍କୁ ବିଜେଡି କର୍ମୀ ମାନେ ପୋଲିସ ସହାୟତାରେ ମରଣାନ୍ତକ ଆକ୍ରମଣ କଲେ ା ସେତେବେଳେ ମୁଖ୍ୟମନ୍ରୀ ତ ପଦ ଟିଏ କହିଲେ ନାହó ା େଯଉଁ ବନ୍ଧୁ ମାନେ ଶାସକ ଦଳର ହାତବାରିସୀ ଭାବେ ଅଧିକାରୀଙ୍କର ବାହାନା ନେଇ ରାଜନୈତିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରହିବେ ତାହା ଉଚିତ ନୁହେଁ ା ଏହା ପ୍ରଜାତନ୍ରର ପରିପନ୍ଥୀ ା ରାଜନୀତି କରିବାର ଅଛି ସେମାନେ ଇସ୍ତଫା ଦେଇ ଖୋଲା ରାଜନୀତିକ ଦଳରେ େଯାଗ ଦିଅନ୍ତୁ ଓ ରାଜନୀତିକୁ ଆସନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଛନ୍ତି ା  ଓଡିଆ ଲୋକଙ୍କର କର ଖଜଣାରେ ଦରମା ନେଇ ସେମାନେ ରାଜନୀତି କରିବେ ଓ ଓଡିଆ ଲୋକ ମାନଙ୍କର ପ୍ରତିବାଦ କରିବାର ସାହସ ନାହó , ଓଡିଆ ଜନଭାବନାରେ ସମ୍ବେଦନଶୀଳତା ନାହó ଓ କେହି କିଛି କହି ପାରିବେ ନାହó ବୋଲି ବୋଲି ଯଦି କେହି ଭାବୁଛନ୍ତି ଏହା ସେମାନଙ୍କର ଦିବା ସ୍ବପ୍ନ
ବୋଲି ଶ୍ରୀ ପ୍ରଧାନ କହିଛନ୍ତ

ONA

Leave a Reply

Top