You are here
Home > ଏଣ୍ଟରଟେନମେଣ୍ଟ > ଲଭ ପାଇଁ କୁଛ ଭି କରେଗା

ଲଭ ପାଇଁ କୁଛ ଭି କରେଗା

ଚଳିତ ଦୁର୍ଗାପୂଜାରେ ରିଲିଜ ହେଉଛି ଓଡିଆ ଫିଲ୍ମ ଲଭ ପାଇଁ କୁଛ ଭି କରେଗା । ଏଥିରେ ଲିଡ ରାଲରେ ନଜର ଆସିବେ ଓଲିଉଡର ଚକାଲେଟ ବୟ ବାବୁସାନ । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି  ନବାଗତା ସୁପ୍ରିୟା । ନିକଟରେ ଏହି ଫିଲ୍ମର ଅଡିଓ ରିଲିଜ ହାଇଛି । ଏଥିରେ ଫିଲ୍ମର ସବୁ ଷ୍ଟାରକାଷ୍ଟ ଉପସ୍ଥିତ ଥିଲେ । ଫିଲ୍ମଟ ଗୀତ ଗୁଡିକ କାଫି ମନଛୁଆଁ ହାଇପାରିଛି । ଫିଲ୍ମରେ ବଲିଉଡ ସିଙ୍ଗରଙ୍କ କଣ୍ଠ ଶୁଣିବାକୁ ମିଳିବ । ଫିଲ୍ମରେ ଭେଟେରାନ ଆକ୍ଟର ମିହିର ଦାସଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ଅଶାକ ପତି । ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ଅଭିଜିତ ମଜୁମଦାର  ।

ONA

Leave a Reply

Top