You are here
Home > ଇଣ୍ଡିଆ > ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲା:କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟ ମଧ୍ୟ ଚିଟ୍‌ଫଣ୍ଡ୍‌ ଠକେଇରେ ସଂପୃକ୍ତ-ତାପସ ପାଲ୍‌

ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲା:କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟ ମଧ୍ୟ ଚିଟ୍‌ଫଣ୍ଡ୍‌ ଠକେଇରେ ସଂପୃକ୍ତ-ତାପସ ପାଲ୍‌

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲା ଏବେ ନୂଆ ମୋଡ଼ ନେଇଛି। ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ରିମାଣ୍ଡ୍‌ରେ ଥିବା ତୃଣମୂଳ କଂଗ୍ରେସର ସାଂସଦ ତାପସ ପାଲ୍‌ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ବୟାନ୍‌ ଦେଇ କହିଛନ୍ତି ଯେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟ ମଧ୍ୟ ଚିଟ୍‌ଫଣ୍ଡ୍‌ ଠକେଇରେ ସଂପୃକ୍ତ ଅଛନ୍ତି। ବାବୁଲ୍‌ ସୁପ୍ରିୟ ତାଙ୍କୁ ଫସାଇ ଦେଇଥିବା ସେ କହିବା ସହ ଚିଟ୍‌ଫଣ୍ଡ୍‌ ଠକେଇ ଘଟଣାରେ ଆହୁରି ବହୁ ନେତା ମଧ୍ୟ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି। ତାପସ ପାଲ୍‌ଙ୍କର ଏହି ବୟାନ୍‌ ପରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ଘଟଣା

ONA

Leave a Reply

Top