You are here
Home > ଲାଟେଷ୍ଟ > ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ପରିବହନ  ମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଏନଏଚଆଇକୁ ନିର୍ଦେଶ ଦେବାକୁ ମଧ୍ୟ ନବୀନ ଦାବି କରିଛନ୍ତି । ରାଉରକେଲା ପାନପୋଷ ଏନଏଚ-୧୪୩ରେ ସେତୁ ନିର୍ମାଣ ପ୍ରସ୍ତାବ ରହିଛି । ରାଜ୍ୟର ଏହା ଏକ ଅର୍ଥନୈତିକ ଜୀବନରେଖା ହୋଇଥିବା ବେଳେ ଖଣି ଓ ବ୍ୟବସାୟିକ କାରଣରୁ ଏଠାରେ ଗାଡି ଚଳାଚରେ ସମସ୍ୟା ହେଉଛି । ଏ ଦୃଷ୍ଟିରୁ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୨ୟ ସେତୁ ନିର୍ମାଣ ହେଉ ବୋଲି ଚିଠିରେ ନବୀବ ଦାବି କରିଛନ୍ତି  ।

ONA

Leave a Reply

Top