You are here
Home > ପଲିଟିକ୍ସ > ବିଜେପୁରରେ  ବଡ ବ୍ୟବଧାନରେ ଜିତିବ ବିଜେଡି- ନବୀନ

ବିଜେପୁରରେ  ବଡ ବ୍ୟବଧାନରେ ଜିତିବ ବିଜେଡି- ନବୀନ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନରେ ବିଜେଡି ଭଲ ଭୋଟ ବ୍ୟବଧାନରେ ଜିତିବ । ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ହିଁ ଜିତିବାର ମୁଖ୍ୟ କାରଣ ହେବ ବୋଲି କହିଛନ୍ତି ନବୀନ । ୪ ଦିନିଆ ଦିଲ୍ଲୀରେ ଗସ୍ତରେ ଯିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ଭୁବନେଶ୍ବରରେ ଏହି ପତିକ୍ରିୟା ରଖିଛନ୍ତି । ୪ ଦିନିଆ ଦିଲ୍ଲୀ ଗ୍ରସ୍ତ କାର୍ଯ୍ୟକ୍ରମରେ ହକି ୱାର୍ଲଡ କପ୍‌ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବେ ନବୀନ ।

ONA

Leave a Reply

Top