You are here
Home > ଗସିପ ଖବର > ବାଲିଅନ୍ତା ଥାନା ଏସଆଇଙ୍କୁ ମାଡ ଘଟଣାରେ ୧୦ଗିରଫ

ବାଲିଅନ୍ତା ଥାନା ଏସଆଇଙ୍କୁ ମାଡ ଘଟଣାରେ ୧୦ଗିରଫ

ଭୁବନେଶ୍ବର :  ବାଲିଅନ୍ତା ଥାନା ଏସଆଇଙ୍କୁ ମାଡ ଘଟଣାରେ ୧୦ଗିରଫ । ଶନିବାର ରାତିରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଆକ୍ରମଣର ଶୀକାର ହେ।ଇଥିଲେ ଏସଆଇ । ଗ୍ରାମବାସୀ ଥାନା ଅଧିକାରୀଙ୍କୁ ବାନ୍ଧି ମାଡ ମାରିଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର ହେ।ଇଥିଲେ ଏସଆଇ । ମହଙ୍ଗା ପଡିଲା ପେ।ଲିସକୁ ମାଡ । ବାଲିଅନ୍ତା ଥାନା ପଞ୍ଚଳ ଗାଁର ୧୦ଜଣଙ୍କୁ ଗିରଫ କରିଛି ପେ।ଲିସ । ଗତ ଶନିବାର ବାଲିଅନ୍ତା ଥାନାର ଏସଆଇ ସୁଧିର ଦାସଙ୍କୁ ନିସ୍ତୁକ ମାଡ ମାରିଥିଲେ ଗ୍ରାମବାସୀ । ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ଗ୍ରାମବାସୀଙ୍କ ମାଡରେ ଲହୁଲୁହାଣ ହେ।ଇଥିଲେ ଏସଆଇ । ଅଭିଯୁକ୍ତର ପରିବାର ପ୍ରଥମେ ପେ।ଲିସକୁ ବିରେ।ଧ କରିଥିଲା । ପେ।ଲିସ ଜବରଦସ୍ତି ଅଭିଯୁକ୍ତକୁ ଗିରଫ କଲା ବେଳେ ଏସଆଇଙ୍କୁ ଘେରିଯାଇଥିଲେ ଗ୍ରାମବାସୀ । ଏସଆଇଙ୍କ ହାତ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।  ସେପଟେ ଗିରଫ ଭୟରେ ପୁରୁଷ ଶୂନ୍ୟ ହେ।ଇଯାଇଛି ପଞ୍ଚଳ ଗାଁ । ତେବେ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବେ।ଲି କହିଛନ୍ତି ଡିସିପି । ଏଥି ପାଇଁ ବିଭିନ୍ନ କ୍ୟାମେରା ଓ ମୋବାଇଲ ଭିଜୁଆଲକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।

ONA

Leave a Reply

Top