You are here
Home > ଲାଟେଷ୍ଟ > ବାଣୀବିହାରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ

ବାଣୀବିହାରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ

-ବାର୍ଷିକୋତ୍ସବ ପୂର୍ବରୁ ଉତ୍ତେଜନା
-୧୦ ଅଟକ
ଭୁବନେଶ୍ୱର: ବାଣୀବିହାର ଛାତ୍ରସଂସଦର ବାର୍ଷିକ ଉତ୍ସବରେ ପାଳିତ ହେବ  । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଅପରାହ୍ନ ୫ଟା ୧୫ ମିନିଟ୍ରେ ମୁଖ୍ୟମନ୍ତ୍ରୀ ବାଣୀବିହାର ଗସ୍ତ କରିବେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଛାତ୍ରକଂଗ୍ରେସ ପକ୍ଷରୁ  ଏକ ବାଇକ ରାଲି କରାଯାଇଛି । ଏହାକୁ ନେଇ ବାଣୀବିହାର ଛକରେ  ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ୧୦ରୁ ଉଦ୍ଧ୍ୱର୍ ଛାତ୍ରକଂଗ୍ରେସ କର୍ମୀଙ୍କୁ ଅଟକ ରଖି ପରିତିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ଉଦ୍ୟକ ଚଳାଇଛି ।

ONA

Leave a Reply

Top