You are here
Home > Breaking News > ନୟାଗଡ଼ରେ ବଡ଼ଧରଣର ବ୍ୟାଙ୍କ ଡ଼କାୟତି: ଲକର୍ ଭାଙ୍ଗି ଲୁଟିନେଲେ ୨୦୦ ଭରି ସୁନା ଅଳଙ୍କାର

ନୟାଗଡ଼ରେ ବଡ଼ଧରଣର ବ୍ୟାଙ୍କ ଡ଼କାୟତି: ଲକର୍ ଭାଙ୍ଗି ଲୁଟିନେଲେ ୨୦୦ ଭରି ସୁନା ଅଳଙ୍କାର

ନୟାଗଡ଼: ଅନଗୁଳ ପରେ ଆଜି ନୟାଗଡ଼ରେ ବଡ଼ ଧରଣର ବ୍ୟାଙ୍କ ଡ଼କାୟତି ହୋଇଛି । ଡ଼କାୟତମାନେ ବନ୍ଧୁକ ଦେଖାଇ ଲୁଟିନେଲେ ୨୦୦ ଭରି ସୁନା ଅଳଙ୍କାର ଓ କିଛି ଟଙ୍କା । ଆଜି ରଣପୁର ସାରଙ୍ଗଧରପୁର ଗ୍ୟାମ୍ୟବ୍ୟାଙ୍କ ଶାଖାରୁ ଏହି ବଡ଼ ଧରଣର ଡ଼କାୟତି ହୋଇଛି । ଏକାଧିକ ଡ଼କାୟତମାନେ ବ୍ୟାଙ୍କରେ ପଶି ବ୍ୟାଙ୍କ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଥିଲେ । ସମସ୍ତ ଡ଼କାୟତ ସୁନା ଓ ଟଙ୍କା ଧରି ଫେରାର ହୋଇ ଯିବାକୁ ସକ୍ଷମ ହୋଇଥିବା ବେଳେ ନୟାଗଡ଼ ପୋଲିସ ଏ ସମ୍ପର୍କରେ ଛାନଭିନ୍ କରୁଛି ।

ONA

Leave a Reply

Top