You are here
Home > ଲାଟେଷ୍ଟ > ନାରାୟଣପାଟଣାରେ ଚାଷୀ ମୁଲିଆ ସଂଘର ବ୍ୟାନର

ନାରାୟଣପାଟଣାରେ ଚାଷୀ ମୁଲିଆ ସଂଘର ବ୍ୟାନର

କାଲିମେଳା : ନାରାୟଣପାଟଣାରେ ସିପିଆଇ ଚାଷୀ ମୂଲିଆ ସଂଘ ବ୍ୟାନର ଲଗାଇଛି। ବ୍ୟାନର ଲଗାଇ ବିଜେଡି ନେତା ଦାମୋଦର ରାଉତଙ୍କ ମନ୍ତ୍ରୀପଦ ଫେରସ୍ତ କରିବାକୁ ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି। କୋରାପୁଟରାୟଗଡା ଓ ନାଗାବଲୀ ପକ୍ଷରୁ ଏହି ବ୍ୟାନର ଲଗାଯାଇଛି । ମାଓନେତା ରଣଦେବ ଗଣମାଧ୍ୟମକୁ ପ୍ରେସ୍ ରିଲିଜ ଜରିଆରେ ସୂଚନା ଦେଇଛନ୍ତି । ସିପିଆଇ କାଲିମେଳା ଆଂଚଳିକ କମିଟି ସଂପାଦକ ରଣଦେବ ତାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଉଥିବା ପ୍ରକାଶ କରିଛନ୍ତି । ପୋଲିସ ତାଙ୍କ ଉପରେ ଚାପ ପକାଇବା ସହ ଏହା ପୋଲିସର ଏକ ଚାଲ୍ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ONA

Leave a Reply

Top