You are here
Home > ବଡ଼ଖବର > ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ କାହାକୁ କେଉଁ ବିଭାଗ

ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ କାହାକୁ କେଉଁ ବିଭାଗ

ଭୁବନେଶ୍ବର : ନବୀନ ନିଜର ନୂଆ ଟିମରେ ମୋଟ ୧୦ ନୂଆ ମନ୍ତ୍ରୀଙ୍କୁ ନିଜ ଟିମରେ ସାମିଲ କରିଛନ୍ତି ।  ୨ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦନ୍ନୋତି ଦେଇ କ୍ୟାବିନେଟରେ ସାମିଲ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୮ କ୍ୟାବିନେଟ ୪ ରାଷ୍ଟ୍ରମନ୍ତ୍ରୀ ।

କ୍ୟାବିନେଟ୍

ବିଜୟଶ୍ରୀ ରାଉତରାୟ- ଜଙ୍ଗଲ ଓ ପରିବେଶ ବିଭାଗ

ଦାମୋଦର ରାଉତ- କୃଷି ବିଭାଗ

ବିକ୍ରମ ଆରୁଖ- ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ

ଉଷା ଦେବୀ- ଯୋଜନା ସମନ୍ୱୟ ଓ ବୈଷୟିକ ଶିକ୍ଷା

ବଦ୍ରିନାରାୟଣ ପାତ୍ର- ସ୍କୁଲ ଓ ଗଣଶିକ୍ଷା

ପ୍ରଦୀପ ମହାରଥୀ- ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ

ପ୍ରଫୁଲ୍ଲ ମଲ୍ଲିକ- ଶକ୍ତି ବିଭାଗ

ରମେଶ ମାଝୀ- ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ

ସୂର୍ଯ୍ୟ ନାରାୟଣ ପାତ୍ର- ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ

ପ୍ରଫୁଲ୍ଲ ସାମଲ- ମହିଳା ଓ ଶିଶୁ ବିକାଶ ବିଭାଗ

ନିରଞ୍ଜନ ପୂଜାରୀ- ଶିଳ୍ପ ଓ ନଗର ଉନ୍ନୟନ ବିଭାଗ

ପ୍ରତାପ ଜେନା- ସ୍ୱାସ୍ଥ୍ୟ ବିଭାଗ

ମହେଶ୍ୱର ମହାନ୍ତି- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଶଶିଭୂଷଣ ବେହେରା- ଅର୍ଥ ଓ ଅବକାରୀ ବିଭାଗ

ରାଷ୍ଟ୍ରପାହ୍ୟା

ନୃସିଂହ ଚରଣ ସାହୁ- ବାଣିଜ୍ୟ ଓ ପରିବହନ

ଅନନ୍ତ ଦାସ- ଉଚ୍ଚଶିକ୍ଷା ବିଭାଗ

ସୁଶାନ୍ତ ସିଂ- ଶ୍ରମ ଓ ଇ.ଏସ୍.ଆଇ ବିଭାଗ

ଚନ୍ଦ୍ରସାରଥୀ ବେହେରା- କ୍ରୀଡା, ଯୁବ ବ୍ୟାପାର ଏବଂ ଆଇ.ଟି

ସ୍ନେହାଙ୍ଗିନୀ ଛୁରିଆ- ବୟନ ଶିଳ୍ପ ବିଭାଗ

ଅଶୋକ ପଣ୍ଡା- ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ

 

ONA

Leave a Reply

Top