You are here
Home > ବଡ଼ଖବର > ଦୁର୍ଘଟଣାରେ ଆଈନାତୁଣୀ ମୃତ

ଦୁର୍ଘଟଣାରେ ଆଈନାତୁଣୀ ମୃତ

ଦେବଗଡ ଜିଲ୍ଲାର ଏନଏଚ୍-49ର ପଳସାକୁଦ ନିକଟରେ ଟ୍ରକ ଧକ୍କାରେ ଆଈ ଓନାତୁଣୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଏକ ନାତୁଣୀ ଗୁରୁତର ଆହତ ହୋଇଛି । ସ୍ଥାନୀୟ ମେଡିକାଲରେ ଆହତ ନାତୁଣୀକୁ ଭର୍ତ୍ତି କରିଥିବା ସୂଚନା ମିଳିଛି ।

ONA

Leave a Reply

Top