You are here
Home > ବଡ଼ଖବର > ଦକ୍ଷତା ବିକାଶ ଓ କୃଷି ମତଣାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ବୁଝାମଣା ପତ୍ର ସ୍ବାକ୍ଷର ଦ୍ବାରା ଗ୍ରାମାଂଚଳର ଯୁବକଙ୍କ ଦକ୍ଷତା ବୃଦ୍ଧି ହେବା ସହ ଅର୍ଥନୀତି ମଜବୂତ ହେବ – ଧର୍ମେନ୍ଦ୍ର ପ୍ରଧାନ

ଦକ୍ଷତା ବିକାଶ ଓ କୃଷି ମତଣାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ବୁଝାମଣା ପତ୍ର ସ୍ବାକ୍ଷର ଦ୍ବାରା ଗ୍ରାମାଂଚଳର ଯୁବକଙ୍କ ଦକ୍ଷତା ବୃଦ୍ଧି ହେବା ସହ ଅର୍ଥନୀତି ମଜବୂତ ହେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଗ୍ରାମୀଣ ଯୁବକ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ସହିତ ଓ ସେମାନଙ୍କ ମଧ୍ୟରେ ଉପôାଦକତା ବୃଦ୍ଧି କରିବା ପାଇଁ ମଙ୍ଗଳବାର ଦିନ ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମବଣାଳୟ ଓ କୃଷି ଓ କୃଷକ କଲ୍ୟାଣ ମବଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ କରା ଯାଇଛି ା ଉଭୟ ମବଣାଳୟର ସଚିବ ମାନେ ଏହି ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି ା ଏହି ଅବସରରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମବୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷି ମବୀ ରାଧାମୋହନ ସିଂହ ତଥା କେନ୍ଦ୍ର ଦକ୍ଷତା ରାଷ୍ଟ୍ର ମବୀ ଅନନ୍ତ କୁମାର ହେଗଡେ ପ୍ରମୁଖ ଉପସ୍ଥିତ ଥିଲେ ା ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମବୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୁଝାମଣା ପତ୍ର ଅନୁସାରେ ଦକ୍ଷତା ବିକାଶ ମବଣାଳୟ କେନ୍ଦ୍ର କୃଷି ମବଣାଳୟ ସହ ଭାଗିଦାର ହୋଇ ୬୯୦ କୃଷି ବିକାଶ କେନ୍ଦ୍ର ଗୁଡିକୁ ସହେଯାଗ କରିବ ଓ ବଜାର ପାଇଁ ପ୍ରାସଙ୍ଗିକ ହେଉଥିବା ଦକ୍ଷତା ପ୍ରଦାନକୁ ସୁନି୧⁄୨ିତ କରିବ ା ଶ୍ରୀ ପ୍ରଧାନ କହିଛନ୍ତି େଯ ଭାରତ ଏକ କୃଷି ପ୍ରଧାନ ଦେଶ ଓ ୭୦ ପ୍ରତିଶତ ଜନସଂଖ୍ୟା କୃଷି ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ନିର୍ଭରଶୀଳ ା କୃଷି କ୍ଷେତ୍ର ଦେଶର ୨୬ କୋଟି ଲୋକଙ୍କର ଜୀବନ ଜୀବିକା ପ୍ରଦାନ କରିଥାଏ ା ଚଳିତ ବଜେଟରେ ମଧ୍ୟ ଗ୍ରାମୀଣ ଅଂଚଳର ଯୁବକ ମାନଙ୍କର ସଶକ୍ତିକରଣ ଜରିଆରେ କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବ ଦିଆ ଯାଇଛି ା ଦକ୍ଷତା ବିକାଶ ବିନାଏହା ସ ̧ବ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା ଶ୍ରୀ ପ୍ରଧାନ କହିଛନ୍ତି େଯ ନୂଆ ଭେଲ୍ୟୁ ଚେନ, ରିଟେଲ କମ୍ପାନୀ, ସପ୍ଲାଇ ଚେନ ଆଦିରେ ଖୁବ ଅଧିକ ସଂଖ୍ୟାରେ ନିଯୁକ୍ତି ସ ̧ାବନା ରହିଛି ା ଏଗୁଡିକର ଉପ ବିଭାଗ େଯପରି ଉଦ୍ୟାନ କୃଷି, କୃଷି ଯାବିକୀକରଣ, ଡାଏରୀ, ମତ୍ସ୍ୟପାଳନ, କୋଲ୍ଡ ଷ୍ଟୋରେଜ, ଫସଲ ଅମଳ ପରର େଯାଗାଣ ଚେନ ଆଦି ପାଇଁ ଯୁବ ଶକ୍ତିକୁ ଦକ୍ଷତା ବିକାଶ ଜରିଆରେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରା ଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା ଏହି ଦକ୍ଷତା ବିକାଶ େଯ କେବଳ କୃଷିକୁ ଟେକ୍ନୋଲଜି ଓ ଉଦ୍ୟମିତା ଆଧାରରରେ ଯୁବକ ମାନଙ୍କୁ ଆକର୍ଷିତ କରିବ ତା ନୁହେଁ ବରଂ ଆଗାମୀ ଦିନରେ ଆବଶ୍ୟକ ହେବାକୁ ଥିବା କୃଷି, ଉଦ୍ୟାନ କୃଷି, ଡାଏରୀ, ପଲଟ୍ରୀ ଓ ମତ୍ସ୍ୟ ଚାଷ ପାଇଁ ପାରା ପ୍ରଫେସନାଲ ତିଆରି କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା କେନ୍ଦ୍ର କୃଷି ମବଣାଳୟର ତିନୋଟି ବିଭାଗ ଚାଷୀ ମାନଙ୍କୁ କୃଷି, ଉଦ୍ୟାନ କୃଷି, ଡାଏରୀ, ମତ୍ସ୍ୟପାଳନ ଆଦି କ୍ଷେତ୍ରରେ ଚାଷୀ ମାନଙ୍କର ଦକ୍ଷତା ବିକାଶ ପାଇଁ ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ା ଏହି ବୁଝାମଣା ପତ୍ର ଅନୁସାରେ ଦକ୍ଷତା ବିକାଶ ମବଣାଳୟ ଗ୍ରାମାଂଚଳର ଯୁବକ ମାନଙ୍କ ପାଇଁ କୃଷି କ୍ଷେତ୍ରରେ ଆକର୍ଷିତ କରିବା ପାଇଁ କାର୍ଯ୍ୟ ଚିହ୍ନଟ କରିବେ ଯାହା ଦ୍ବାରା ସେମାନଙ୍କର ଆକାଂକ୍ଷା ପୂରଣ ହୋଇ ପାରିୁବ ା କିଛି ଚୟନିତ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକରେ ପାଇଲଟ ପ୍ରକଳ୍ପ ଆର ̧ କରା ଯାଇ ମାଇକ୍ରୋ ଇରିଗେସନ ଟେକ୍ନିସିଆନ, ଗ୍ରୀନ ହାଉସ ଅପରେଟର, ଗ୍ରୀନ ହାଉସ ଫିଟର, ଆକ୍ବା କଲଚର ଟେକ୍ନିସିଆନ ଆଦିର ତାଲିମ ପ୍ରଦାନ କରାଯିବ ା ଏହି ଏମଓୟୁ ପାଂଚ ବର୍ଷ ପାଇଁ କରା ଯାଇଛି ା

ONA

Leave a Reply

Top