You are here
Home > Breaking News > ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ କମିଟି ଗଠନ କଲେ ସରକାର

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ କମିଟି ଗଠନ କଲେ ସରକାର

ଭୁବନେଶ୍ୱର, ୧୪ା୦୬ା୨୦୧୮: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ରାଜ୍ୟର ପ୍ରତିଷ୍ଠିତ ମନ୍ଦିର ମାନଙ୍କର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ରାଜ୍ୟ ସରକାର ଆଜି ତିନି ଜଣିଆ ଟିମ ଗଠନ କରିଛନ୍ତି । ଏଥିରେ ବରିଷ୍ଠ ଆଇଏସ୍ ଅଫିସର ତଥା ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଅଧ୍ୟକ୍ଷ ଥିଲାବେଳେ ବରିଷ୍ଠ ଆଇପିଏସ୍ ଅଫିସର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ଓ ମୋହିନୀ ମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି । ଆସନ୍ତା ୩୦ ତାରିଖ ସୁଦ୍ଧା ଏହି କମିଟି ତାଙ୍କ ରିପୋର୍ଟ ଦେବେ । ରିପୋର୍ଟ ପାଇଲା ପରେ ସରକାର ସୁପ୍ରିମକୋର୍ଟରେ ଦାଖଲ କରିବେ । ଶ୍ରୀମନ୍ଦିରକୁ ଭକ୍ତମାନେ ଦେଉଥିବା ଦାନ ସଂପର୍କରେ ମଧ୍ୟ କମିଟି ଅନୁଧ୍ୟାନ କରିବ ।

ONA

Leave a Reply

Top