You are here
Home > ଲାଟେଷ୍ଟ > ଟ୍ୱିଟରେ ନବୀନଙ୍କ ଅଭିନନ୍ଦନ

ଟ୍ୱିଟରେ ନବୀନଙ୍କ ଅଭିନନ୍ଦନ

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି ଏହି ଶୁଭେଚ୍ଛା  ଜଣାଇଛନ୍ତି  । ଟ୍ୱିଟର ଯୋଗେ ମୁଖ୍ୟମନ୍ତ୍ରୀ ଜଣାଇଥିବା ଏହି ଶୁଭେଚ୍ଛା ବାର୍ତ୍ତା ଓଡ଼ିଆରେ  ଲେଖା ହୋଇଛି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷରେ ହାର୍ଦ୍ଦିକ ଅଭିନନ୍ଦନ  । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ନବବର୍ଷ ଓଡ଼ିଶାବାସୀଙ୍କ ପାଇଁ ସୁଖ ସମୃଦ୍ଧର ବର୍ଷ ହେଉ  ।

ONA

Leave a Reply

Top