You are here
Home > ଇଣ୍ଡିଆ > ଜାରି ହେଲା ହାଇ ଆର୍ଲଟ: ଟାର୍ଗେଟରେ ଦିଲ୍ଲୀ

ଜାରି ହେଲା ହାଇ ଆର୍ଲଟ: ଟାର୍ଗେଟରେ ଦିଲ୍ଲୀ

ଭୁବନେଶ୍ୱର,: ଜାରି ହୋଇଛି ହାଇ ଆର୍ଲଟ । ତାହା ପୁଣି ଦେଶ ରାଜଧାନୀ ଦିଲ୍ଲୀରେ । ସାଧାରଣତଃ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ହାଇ ଆର୍ଲଟ ଜାରି ହୋଇଥାଏ । ଏବେ କିନ୍ତୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ଥିବା ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ଜାରି ହୋଇଛି ହାଇ ଆର୍ଲଟ ।

ଯାହାକୁ ବେଶ ଗୁରୁତର ସହ ନେଇଛି ପୁଲିସ । ସବୁଆଡେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ବିଶେଷ କରି ଏୟାରପୋର୍ଟ ଉପରେ ରଖାଯାଇଛି କଡ଼ା ନଜର । କୌଣସି ବିମାନ ଯେପରି ହ୍ୟାକ ନହୁଏ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାଛଡ଼ା ରେଳଷ୍ଟେସନ, ବସଷ୍ଟାଣ୍ଡ ଓ କିଛି ମଲ ଉପରେ ମଧ୍ୟ ନଜର ରଖାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ONA

Leave a Reply

Top