You are here
Home > ପଲିଟିକ୍ସ > ‘କୋଟିଆ’ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ – ଧର୍ମେନ୍ଦ୍ର ପ୍ରଧାନ

‘କୋଟିଆ’ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ କୋରାପୁଟ ଗସ୍ତ କରିବା ସହିତ କୋଟିଆ ଗ୍ରାମ ପରିଦର୍ଶନ କରି କହିଛନ୍ତି, “କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ” । ସେ କହିଛନ୍ତି କୋଟିଆ ଓଡ଼ିଶାର ଥିଲା ଓ ରହିବ ମଧ୍ୟ । ଦଳମତ ନିର୍ବିଶେଷରେ ଓଡ଼ିଶାର ସବୁଦଳର ଏହା ଗୋଟିଏ କଥା । ତେବେ ପୋଲାଭରମ ପ୍ରସଙ୍ଗ ନେଇ ସେ ମଧ୍ୟ ଗଣମାଧ୍ୟକୁ କହିଛନ୍ତି, କେବଳ ପୋଲାଭରମ ପ୍ରସଙ୍ଗ ନେଇ ଆନ୍ଧ୍ରରେ ମେଣ୍ଟ ଭାଙ୍ଗିଲା ।

ONA

Leave a Reply

Top