You are here
Home > Breaking News > ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା: ଦେଶବ୍ୟାପୀ ସୁରକ୍ଷା କଡ଼ାକଡ଼ି

ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା: ଦେଶବ୍ୟାପୀ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ଆସନ୍ତା କାଲି ସାରା ଦେଶରେ ଭାରତ ବନ୍ଦର ଡ଼ାକରା ଦେଇଛନ୍ତି କେତେକ ଜାତୀୟ ସଂଗଠନ । ଭାରତ ବନ୍ଦକୁ ସଫଳ କରିବାକୁ ଏବଂ ଜାତିଗତ ସଂରକ୍ଷଣକୁ ବିରୋଧ କରିବାକୁ କେତେକ ସଂଗଠନ ସାମଜିକ ଗଣମାଧ୍ୟମରେ କହିଛନ୍ତି ।

ଭାରତବନ୍ଦ ଯୋଗୁଁ ହିଂସା ଏବଂ ଅପ୍ରୀତିକର ପରିସ୍ଥିତିକୁ ଆଶଙ୍କା କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଏନେଇ ଆଡ଼ଭାଇଜରି ଜାରି କରିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ସେନେଇ ଦୃଢ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ONA

Leave a Reply

Top