You are here
Home > Breaking News > ଆଲଜେରିଆରେ ବିମାନ ଦୁର୍ଘଟଣା: ୨୫୭ ମୃତ

ଆଲଜେରିଆରେ ବିମାନ ଦୁର୍ଘଟଣା: ୨୫୭ ମୃତ

ଆଲଜିରିସ: ଆଲଜେରିଆର ରାଜଧାନୀ ଆଲଜିରିସରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୫୭ ଜଣଙ୍କ ପ୍ରାଣହାନୀ ଘଟିଛି ।

ଏକ ଇଲ୍ୟୁସିନ ଆଇଏଲ ୭୬ ସାମରିକ ବିମାନରେ ଯାନ୍ତ୍ରିକ ତୃଟିଯୋଗୁଁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ବୋଲି ସୂତ୍ରରୁ ଜଣାପଡ଼ିଛି । ତେବେ ଗୁରୁତର ହୋଇଥିବା ଅନେକ ଆହତ ବ୍ୟକ୍ତିଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ONA

Leave a Reply

Top