You are here
Home > ଲାଟେଷ୍ଟ > ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର: ବୁଧବାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଅପରାହ୍ନ ୧୧.୨୦ରେ ଚାନ୍ଦପୁର ଲଞ୍ଚ ପ୍ୟାଡ୍-୨ରୁ ଏହି ପରୀକ୍ଷଣ କରାଯାଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିିତ ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୫ କିଲୋମିଟର । ୫ କିମି ରେଞ୍ଜରେ ଗୋଟିଏ ଟ୍ୟାଙ୍କରୁ ଅନ୍ୟ ଟ୍ୟାଙ୍କକୁ ଲକ୍ଷ୍ୟଭେଦ କରିବାର ଏହାର କ୍ଷମତା ରହିଛି । ଏହାର ପରୀକ୍ଷଣ ପରେ ସେନାର ଶକ୍ତି ବୃଦ୍ଧି ହେବ ।

ONA

Leave a Reply

Top