You are here
Home > ଲାଟେଷ୍ଟ > ଆଇଟିଆର ପ୍ଲେସମେଣ୍ଟ ଜାଲିଆତି ମାମଲା: ଏତଲା ଦେଲା ଷ୍ଟୁଡେଣ୍ଟ ଫୋରମ

ଆଇଟିଆର ପ୍ଲେସମେଣ୍ଟ ଜାଲିଆତି ମାମଲା: ଏତଲା ଦେଲା ଷ୍ଟୁଡେଣ୍ଟ ଫୋରମ

ଭୁବନେଶ୍ୱର: ଆଇଟିଆରରେ ପ୍ଲେସମେଣ୍ଟ ନାଁରେ ଜାଲିଆତି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଓଡ଼ିଶା ଷ୍ଟୁଡେଣ୍ଟ ଲିଡର ଫୋରମ ପକ୍ଷରୁ ଖଣ୍ଡଗିରି ଥାନାରେ ଏହି ଅଭିଯୋଗ କରାଯାଇଛି । ଏଥିରେ ସୋଆ ମ୍ୟାନେଜମେଣ୍ଟ ଓ ମାଲିକ ମନୋଜ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । କେବଳ ଏହି ଘଟଣା ନୁହେଁ , ପୂର୍ବରୁ ୨୦୧୩, ୨୦୧୫ ଓ ୨୦୧୬ ମସିହାରେ ମଧ୍ୟ ଜାଲ ନିଯୁକ୍ତିପତ୍ର ପ୍ରଦାନ ଓ ଠକେଇ ଘଟଣା ଘଟିଥିବା ଲିଖିତ ଅଭିଯୋଗରେ ଫୋରମ ପକ୍ଷରୁ ଉଲ୍ଲେଖ  କରାଯାଇଛି  ।

ONA

Leave a Reply

Top